Wednesday, September 30, 2026
ADVERTISEMENT
Home ଆଞ୍ଚଳିକ ବ୍ରହ୍ମପୁର ସଦର ଥାନା ଅଞ୍ଚଳ ଖାରବେଳ ନଗରରେ ଚାଲିଥିବା ଜୁଆ ଆଡ୍ଡା ଉପରେ ବ୍ରହ୍ମପୁର ପୋଲିସର...

ବ୍ରହ୍ମପୁର ସଦର ଥାନା ଅଞ୍ଚଳ ଖାରବେଳ ନଗରରେ ଚାଲିଥିବା ଜୁଆ ଆଡ୍ଡା ଉପରେ ବ୍ରହ୍ମପୁର ପୋଲିସର ଚଢାଉ ବେଳେ ୧୦ ଜୁଆଡି ଗିରଫ l

165
ADVERTISEMENT

ବ୍ରହ୍ମପୁର,o୩/୧୦(ଡି.ଏଚ଼ ବ୍ୟୁରୋ):-ବ୍ରହ୍ମପୁର ସଦର ଥାନା ଅଞ୍ଚଳ ଖାରବେଳ ନଗରରେ ଚାଲିଥିବା ଜୁଆ ଆଡ୍ଡା ଉପରେ ବ୍ରହ୍ମପୁର ପୋଲିସର ଚଢାଉ ବେଳେ ୧୦ ଜୁଆଡି ଗିରଫ l ଏବଂ ସେମାନଙ୍କ ନିକଟରୁ ନଗଦ ୪ ଲକ୍ଷ ୨୫ ହଜାର ୨୭୦ ଟଙ୍କା, ୧୧ ଟି ମୋବାଇଲ୍ ଓ ୩ ଟି ମୋଟରସାଇକେଲ ଜବତ କରିଛି ପୋଲିସ୍ ।

Advertisement