Wednesday, September 30, 2026
ADVERTISEMENT
Home ଆଞ୍ଚଳିକ ଆଜି ଜଗତସିଂହପୁର ଜିଲ୍ଲା ଝଙ୍କଡ଼ ସ୍ଥିତ ମା’ ଶାରଳାଙ୍କ ପୀଠରେ ମହା ସପ୍ତମୀ ପୂଜା।

ଆଜି ଜଗତସିଂହପୁର ଜିଲ୍ଲା ଝଙ୍କଡ଼ ସ୍ଥିତ ମା’ ଶାରଳାଙ୍କ ପୀଠରେ ମହା ସପ୍ତମୀ ପୂଜା।

219
ADVERTISEMENT

ଜଗତସିଂହପୁର,୦୧/୧୦(ଡି.ଏଚ୍ ବ୍ୟୁରୋ):-ଆଜି ଜଗତସିଂହପୁର ଜିଲ୍ଲା ଝଙ୍କଡ଼ ସ୍ଥିତ ମା’ ଶାରଳାଙ୍କ ପୀଠରେ ମହା ସପ୍ତମୀ ପୂଜା। ଏଥିପାଇଁ ମା’ ଶାରଳାଙ୍କ ପୀଠ ଚଳଚଞ୍ଚଳ ହେବା ସହ ଚଣ୍ଡୀ ପାଠ, ମନ୍ତ୍ର ଧ୍ବନିରେ ପ୍ରକମ୍ପିତ ହେଉଛି ପରିବେଶ । ଏବଂ ମା’ଙ୍କ ପୀଠରେ ମା’ଙ୍କ ଦର୍ଶନ ନିମନ୍ତେ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି।

Advertisement