Friday, September 25, 2026
ADVERTISEMENT
Home ଆଞ୍ଚଳିକ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ବାସୁଦେବପୁର ଗ୍ରାମରେ ଦୁର୍ବୃତ୍ତ ଘରେ ପଶି ଚୋରି କରିବା ସହ...

ଗଞ୍ଜାମ ଜିଲ୍ଲା ପାଟପୁର ଥାନା ବାସୁଦେବପୁର ଗ୍ରାମରେ ଦୁର୍ବୃତ୍ତ ଘରେ ପଶି ଚୋରି କରିବା ସହ ଗୋଦାମ ଘରେ ଲଗାଇଲା ନିଆଁ ।

121
ADVERTISEMENT

ଗଞ୍ଜାମ,୨୯/୯(ଡି.ଏଚ୍ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ପାଟପୁର ଥାନା ବାସୁଦେବପୁର ଗ୍ରାମରେ ଦୁର୍ବୃତ୍ତ ଘରେ ପଶି ଚୋରି କରିବା ସହ ଗୋଦାମ ଘରେ ଲଗାଇଲା ନିଆଁ । ଫଳରେ ଦୁର୍ବୃତ୍ତକୁ କାବୁ କରି ପୋଲିସ ଜିମା ଦେଲେ ଗ୍ରାମବାସୀ। ଘଟଣାସ୍ଥଳରେ ଦିଗପହଣ୍ଡି ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଥିବାବେଳେ ଦୁର୍ବୃତ୍ତ ଜଣଙ୍କ ହେଉଛନ୍ତି ଉକ୍ତ ଗାଁର ଶ୍ରୀହରି ପୃଷ୍ଟି ।

Advertisement