Thursday, September 24, 2026
ADVERTISEMENT
Home ଜିଲ୍ଲା ଅନୁଗୁଳ ଅଙ୍ଗନବାଡି କେନ୍ଦ୍ରର ପାଚିକା ସହାୟକା ନିଯୁକ୍ତିରେ ଆଠମଲ୍ଲିକ ସିଡିପିଓଙ୍କ ଲାଞ୍ଚନେବାକୁ ବିରୋଧ କରି ଅଙ୍ଗନୱାଡ଼ି କେନ୍ଦ୍ରରେ...

ଅଙ୍ଗନବାଡି କେନ୍ଦ୍ରର ପାଚିକା ସହାୟକା ନିଯୁକ୍ତିରେ ଆଠମଲ୍ଲିକ ସିଡିପିଓଙ୍କ ଲାଞ୍ଚନେବାକୁ ବିରୋଧ କରି ଅଙ୍ଗନୱାଡ଼ି କେନ୍ଦ୍ରରେ ତାଲା ପକାଇଲେ ମହିଳା।

186
ADVERTISEMENT

ଅନୁଗୁଳ,୨୮/୯(ଡି.ଏଚ୍ ବ୍ୟୁରୋ):-ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଟୁସର ଅଙ୍ଗନବାଡି କେନ୍ଦ୍ରର ପାଚିକା ସହାୟକା ନିଯୁକ୍ତିରେ ଆଠମଲ୍ଲିକ ସିଡିପିଓଙ୍କ ଲାଞ୍ଚନେବାକୁ ବିରୋଧ କରି ଅଙ୍ଗନୱାଡ଼ି କେନ୍ଦ୍ରରେତାଲା ପକାଇଲେ ମହିଳା। ଏବଂ ଜଣେ ସମର୍ଥିତ ମହିଳାଙ୍କୁ ନିଯୁକ୍ତି ନଦେବା ପର୍ଯ୍ୟନ୍ତ ଅଙ୍ଗନୱାଡି କେନ୍ଦ୍ରରେ ତାଲା ବନ୍ଦ ରହିବ ବୋଲି ଚେତାବନୀ ଦେଇଛନ୍ତି।

Advertisement