Friday, November 6, 2026
ADVERTISEMENT
Home ଆଞ୍ଚଳିକ ଆଜି ନବରାତ୍ର ପୂଜାର ତୃତୀୟ ଦିନ। ତୃତୀୟ ଦିନରେ ମା ଚନ୍ଦ୍ରଘଣ୍ଟା ରୂପରେ ଦର୍ଶନ ଦେଉଛନ୍ତି...

ଆଜି ନବରାତ୍ର ପୂଜାର ତୃତୀୟ ଦିନ। ତୃତୀୟ ଦିନରେ ମା ଚନ୍ଦ୍ରଘଣ୍ଟା ରୂପରେ ଦର୍ଶନ ଦେଉଛନ୍ତି ଶ୍ରଦ୍ଧାଳୁଙ୍କୁ l

153
ADVERTISEMENT

ବ୍ରହ୍ମପୁର,୨୮/୯(ଡି.ଏଚ୍ ବ୍ୟୁରୋ):-ଆଜି ନବରାତ୍ର ପୂଜାର ତୃତୀୟ ଦିନ। ତୃତୀୟ ଦିନରେ ମା ଚନ୍ଦ୍ରଘଣ୍ଟା ରୂପରେ ଦର୍ଶନ ଦେଉଛନ୍ତି ଶ୍ରଦ୍ଧାଳୁଙ୍କୁ l ସେପଟେ ଜଗତସିଂହପୁର ଜିଲ୍ଲା ଝଙ୍କଡ଼ ବାସିନୀ ମାଆ ଶାରଳାଙ୍କ ପୀଠରେ ପ୍ରକମ୍ପିତ ହେଉଛି ଚଣ୍ଡୀ ପାଠ ଓ ମନ୍ତ୍ର ଧ୍ବନି । ଏବଂ ମାଆଙ୍କ ଦର୍ଶନ ନିମନ୍ତେ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଥିବାବେଳେ ଚଳଚଞ୍ଚଳ ହୋଇଉଠିଛି ପରିବେଶ ।

Advertisement