ଆଜି ନବରାତ୍ରର ଦ୍ୱିତୀୟ ଦିନ l ମାଆ ଜଗଦମ୍ୱା ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ଶ୍ରଦ୍ଧାଳୁଙ୍କୁ l

28
ADVERTISEMENT

ବ୍ରହ୍ମପୁର,୨୭/୯(ଡି.ଏଚ ବ୍ୟୁରୋ):-ଆଜି ନବରାତ୍ରର ଦ୍ୱିତୀୟ ଦିନ l ମାଆ ଜଗଦମ୍ୱା ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ଶ୍ରଦ୍ଧାଳୁଙ୍କୁ l ମାତା ବ୍ରହ୍ମଚାରିଣୀଙ୍କ ଦକ୍ଷିଣ ହସ୍ତରେ ଜପ ମାଳା ଏବଂ ବାମ ହସ୍ତରେ କମଣ୍ଡଳ ଶୋଭା ପାଉଥିବାବେଳେ ମା ଦୁର୍ଗାଙ୍କର ଏହି ୨ୟ ସ୍ୱରୂପ ଅନନ୍ତ ଫଳଦାୟୀ ।

Advertisement