ରେଲୱେ ଟିକେଟ୍ ବୁକିଂରେ କଳାବଜାରୀ l

20
ADVERTISEMENT

ବଡ଼ବିଲ,୨୭/୯(ଡି.ଏଚ ବ୍ୟୁରୋ):-ରେଲୱେ ଟିକେଟ୍ ବୁକିଂରେ କଳାବଜାରୀ l କେନ୍ଦୁଝର ଜିଲ୍ଲା ବଡ଼ବିଲ ମେନ୍ ରୋଡ୍ ସ୍ଥିତ IRCTC ର ଅଧିକୃତ ଏଜେନ୍ସି, ସି. ବି. ଟ୍ରାଭେଲ୍ସ ଉପରେ ବଡବିଲ ରେଳବାଇ ପୋଲିସର ଚଢାଉ । ଚଢାଉ ବେଳେ ୩୦ ଟି ଟିକେଟ, କମ୍ପ୍ୟୁଟର ଓ ମୋବାଇଲ ଫୋନ୍ ଜବତ ସହ ଏଜେନ୍ସି ମାଲିକ ଅବସର୍ ମକସୁଦ ଗିରଫ୍ ।

Advertisement