Saturday, September 26, 2026
ADVERTISEMENT
Home ଆଞ୍ଚଳିକ ବ୍ରହ୍ମପୁର ସହରର ସିଟି ହସ୍ପିଟାଲ୍ ରାସ୍ତାରେ ଜଣେ ମହିଳା ଫଳ ବ୍ୟବସାୟୀଙ୍କ ନିକଟରୁ ୧୨୭ଗ୍ରାମ...

ବ୍ରହ୍ମପୁର ସହରର ସିଟି ହସ୍ପିଟାଲ୍ ରାସ୍ତାରେ ଜଣେ ମହିଳା ଫଳ ବ୍ୟବସାୟୀଙ୍କ ନିକଟରୁ ୧୨୭ଗ୍ରାମ ଓଜନର ବ୍ରାଉନ୍ସୁଗାର ଜବତ l

156
ADVERTISEMENT

ବ୍ରହ୍ମପୁର,୨୭/୯(ଡି.ଏଚ ବ୍ୟୁରୋ):-ବ୍ରହ୍ମପୁର ସହରର ସିଟି ହସ୍ପିଟାଲ୍ ରାସ୍ତାରେ ଅବକାରୀ ଗୁଇନ୍ଦା ବିଭାଗର ଚଢ଼ଉବେଳେ ଜଣେ ମହିଳା ଫଳ ବ୍ୟବସାୟୀଙ୍କ ନିକଟରୁ ୧୨୭ଗ୍ରାମ ଓଜନର ବ୍ରାଉନ୍ସୁଗାର ଜବତ l ଏହାସହ ବେଆଇନ୍ ଭାବେ ଡ୍ରଗ୍ସ ବିକ୍ରି କରୁଥିବା ଅଭିଯୋଗରେ ମହିଳା ବ୍ୟବସାୟୀ ଗିରଫ । ଏବଂ ଗିରଫ ମହିଳା ଜଣକ ଗେଟ ବଜାର ଅଂଚଳର ସୁକାନ୍ତି ବେହେରା ବୋଲି ସୂଚନା ।

Advertisement