Saturday, September 26, 2026
ADVERTISEMENT
Home ଆଞ୍ଚଳିକ ଗଜପତି ଜିଲ୍ଲା ମୋହନା ନିକଟ ରାଇସିଂ ଘାଟିରେ ଭାରସାମ୍ୟ ହରାଇ ଓଲଟିଲା କାମଧେନୁ ନାମକ ଯାତ୍ରୀବାହୀ...

ଗଜପତି ଜିଲ୍ଲା ମୋହନା ନିକଟ ରାଇସିଂ ଘାଟିରେ ଭାରସାମ୍ୟ ହରାଇ ଓଲଟିଲା କାମଧେନୁ ନାମକ ଯାତ୍ରୀବାହୀ ବସ୍ ।

151
ADVERTISEMENT

ମୋହନା,୨୬/୯(ଡି.ଏଚ ବ୍ୟୁରୋ):-ଗଜପତି ଜିଲ୍ଲା ମୋହନା ନିକଟ ରାଇସିଂ ଘାଟିରେ ଭାରସାମ୍ୟ ହରାଇ ଓଲଟିଲା କାମଧେନୁ ନାମକ ଯାତ୍ରୀବାହୀ ବସ୍ । ଫଳରେ ଅଳ୍ପକେ ବର୍ତ୍ତିଲେ ବସ୍ ରେ ଥିବା ୨୪ଯାତ୍ରୀ । ଏବଂ ଘଟଣାସ୍ଥଳରେ ମୋହନା ପୋଲିସ ଓ ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି ।

Advertisement