Saturday, September 26, 2026
ADVERTISEMENT
Home ଆଞ୍ଚଳିକ ଋଣ ଦେବା ନାରେ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ମାମଲାରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା...

ଋଣ ଦେବା ନାରେ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ମାମଲାରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ପୁଲିସ ପକ୍ଷରୁ ଦୁଇ ଅଭିଯୁକ୍ତ ଗିରଫ ।

146
ADVERTISEMENT

ଗଞ୍ଜାମ,୨୫/୯(ଡି.ଏଚ୍ ବ୍ୟୁରୋ):-ନିଜକୁ ବ୍ୟାଙ୍କ୍ ମ୍ୟାନେଜର୍ ଓ ଫିଲଡ୍ ଅଫିସର୍ ପରିଚୟ ଦେଇ ଋଣ ଦେବା ନାରେ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ମାମଲାରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ପୁଲିସ ପକ୍ଷରୁ ଢେଙ୍କାନାଳ ଜିଲ୍ଲା ଭୁବନରୁ ଦୁଇ ଅଭିଯୁକ୍ତ ଗିରଫ । ସେମାନେ ହେଲେ କଟକ ଜିଲ୍ଲା ଚାଉଳିଆଗଞ୍ଜ ଥାନା ଅଞ୍ଚଳର ଅନୀଲ କୁମାର ଦଳାଇ (୩୨) ଓ ସ୍ମୃତିରଞ୍ଜନ ପାତ୍ର (୩୪)।

Advertisement