Tuesday, September 8, 2026
ADVERTISEMENT
Home ଆଞ୍ଚଳିକ କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ବଜାର ମଧ୍ୟରେ ଥିବା ଦୋକାନ ଉପରେ ଚଢ଼ିଗଲା ଦୁଇଟି ସାର...

କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ବଜାର ମଧ୍ୟରେ ଥିବା ଦୋକାନ ଉପରେ ଚଢ଼ିଗଲା ଦୁଇଟି ସାର ବୋଝେଇ ଟ୍ରକ ।

155
ADVERTISEMENT

କଟକ,୨୪/୯(ଡି.ଏଚ୍ ବ୍ୟୁରୋ):-କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ବଜାର ମଧ୍ୟରେ ଥିବା ଦୋକାନ ଉପରେ ଚଢ଼ିଗଲା ଦୁଇଟି ସାର ବୋଝେଇ ଟ୍ରକ । ଫଳରେ ଅଳ୍ପକେ ବର୍ତିଲେ ୧୪ଜଣ କର୍ମଚାରୀ । ଉକ୍ତ ଟ୍ରକ ଦୁଇଟି କଟକରୁ କେନ୍ଦ୍ରାପଡା ଅଭିମୁଖେ ସାର ନେଇ ଯାଉଥିବା ବେଳେ ଏଭଳି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏବଂ ଘଟଣାସ୍ଥଳରେ ନିଶ୍ଚିନ୍ତକୋଇଲି ପୋଲିସର ତଦନ୍ତ ଆରମ୍ଭ ।

Advertisement