Friday, September 25, 2026
ADVERTISEMENT
Home ଆଞ୍ଚଳିକ ଗଂଜାମ ଜିଲ୍ଲା ଭଞ୍ଜନଗର ତାରାସିଂଙ୍ଗି ଥାନା ଅନ୍ତର୍ଗତ ନାରୀଗୋଚ୍ଛା ଗାଁର ଚାକୁଣ୍ଡା ନାଳରେ ଭାସି ଗଲେ...

ଗଂଜାମ ଜିଲ୍ଲା ଭଞ୍ଜନଗର ତାରାସିଂଙ୍ଗି ଥାନା ଅନ୍ତର୍ଗତ ନାରୀଗୋଚ୍ଛା ଗାଁର ଚାକୁଣ୍ଡା ନାଳରେ ଭାସି ଗଲେ ଦମ୍ପତି ।

143
ADVERTISEMENT

ଗଂଜାମ,୨୨/୯(ଡି.ଏଚ ବ୍ୟୁରୋ):-ଗଂଜାମ ଜିଲ୍ଲା ଭଞ୍ଜନଗର ତାରାସିଂଙ୍ଗି ଥାନା ଅନ୍ତର୍ଗତ ନାରୀଗୋଚ୍ଛା ଗାଁର ଚାକୁଣ୍ଡା ନାଳରେ ଭାସି ଗଲେ ଦମ୍ପତି ।ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରୁ ସ୍ୱାମୀ ଏକ ବାଉଁଶ ବୁଦାରୁ ଉଦ୍ଧାର ହୋଇଥିବାବେଳେ ବର୍ତ୍ତମାନ ସ୍ତ୍ରୀ ନିଖୋଜ l ଦୁହେଁ ମୋଟର ସାଇକେଲରେ ଗାଁକୁ ଫେରୁଥିବାବେଳେ ବାଟରେ ଥିବା ନାଳର ବନ୍ୟା ପାଣିରେ ଭାସିଯାଇଥିଲେ l

Advertisement