ଲାଞ୍ଚ ନେବା ପଡିଲା ମହଙ୍ଗା।

15
ADVERTISEMENT

ଗଞ୍ଜାମ,୨୧/୯(ଡି.ଏଚ ବ୍ୟୁରୋ):-ଲାଞ୍ଚ ନେବା ପଡିଲା ମହଙ୍ଗା। ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲା ଭେଜିପୁଟ ଫାଣ୍ଡି ଅଧିକାରୀ ସନ୍ତୋଷ କୁମାର ସ୍ବାଇଁ l ସେ ଏକ କେସ ର ରଫାଦଫା କରିବା ପାଇଁ ଲାଞ୍ଚ ନେବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ହାତରେ ଧରା ପଡିଛନ୍ତି। ଏବଂ ଭିଜିଲାନ୍ସ ତାଙ୍କୁ ହେପାଜତକୁ ନେବା ସହ ଅଧିକ ଛାନଭିନ୍ ଜାରି ରଖିଛନ୍ତି।

Advertisement