ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଟାଙ୍ଗରପାଲିର ଅତିରିକ୍ତ ତହସିଲଦାର କୁଳମଣି ପଟେଲ ।

9
ADVERTISEMENT

ସୁନ୍ଦରଗଡ଼,୨୧/୯(ଡି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଟାଙ୍ଗରପାଲିର ଅତିରିକ୍ତ ତହସିଲଦାର କୁଳମଣି ପଟେଲ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ବାସଭବନ ସମେତ ୮ଟି ସ୍ଥାନରେ ଭିଜିଲାନ୍ସ ଟିମ ର ଚଢାଉ ଜାରି । ତେବେ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି ସେନେଇ ଭିଜିଲାନ୍ସ ପକ୍ଷରୁ କିଛି ସ୍ପଷ୍ଟ ସୂଚନା ନାହିଁ ।

Advertisement