Thursday, September 24, 2026
ADVERTISEMENT
Home ଆଞ୍ଚଳିକ ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ଭୁତଲା ଗାଁରେ ପ୍ରେମିକ ବିଷ ପିଇ ପ୍ରେମିକାଙ୍କ ଗଳାକାଟି କଲା...

ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ଭୁତଲା ଗାଁରେ ପ୍ରେମିକ ବିଷ ପିଇ ପ୍ରେମିକାଙ୍କ ଗଳାକାଟି କଲା ହତ୍ୟା ।

155
ADVERTISEMENT

ସୁନ୍ଦରଗଡ଼,୧୬/୯(ଡି.ଏଚ ବ୍ୟୁରୋ):-ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ଭୁତଲା ଗାଁରେ ପ୍ରେମିକ ବିଷ ପିଇ ପ୍ରେମିକାଙ୍କ ଗଳାକାଟି କଲା ହତ୍ୟା । ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ମୃତଦେହ ଜବତ କରିଥିବାବେଳେ ଅଭିଯୁକ୍ତ ପ୍ରେମିକ ରାଉରକେଲା ସରକାରୀ ଡ଼।କ୍ତଖାନାରେ ଚିକିତ୍ସାଧୀନ ।

Advertisement