Thursday, November 5, 2026
ADVERTISEMENT
Home ଆଞ୍ଚଳିକ ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଭଣ୍ଡାରିପୋଖରୀ ଛକ ନିକଟରେ ଭାରସାମ୍ୟ ହରାଇ ଶ୍ରମିକ...

ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଭଣ୍ଡାରିପୋଖରୀ ଛକ ନିକଟରେ ଭାରସାମ୍ୟ ହରାଇ ଶ୍ରମିକ ମାନଙ୍କ ଉପରକୁ ଚଢ଼ିଗଲା ଟ୍ରକ।

171
ADVERTISEMENT

ଭଦ୍ରକ,୧୩/୯ (ଡି.ଏଚ୍ ବ୍ୟୁରୋ):-ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଭଣ୍ଡାରିପୋଖରୀ ଛକ ନିକଟରେ ଭାରସାମ୍ୟ ହରାଇ ଶ୍ରମିକ ମାନଙ୍କ ଉପରକୁ ଚଢ଼ିଗଲା ଟ୍ରକ। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ କେତେଜଣ ଆହତ ହୋଇ ସ୍ଥାନୀୟ ହସ୍ପିଟାଲରେ ଭର୍ତି । ସମସ୍ତ ଶ୍ରମିକ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ନିୟୋଜିତ ଡିବିଏଲ କମ୍ପାନୀର କର୍ମଚାରୀ ବୋଲି ସୂଚନା ।

Advertisement