Monday, September 28, 2026
ADVERTISEMENT
Home ଆଞ୍ଚଳିକ ଗଞ୍ଜାମ ଜିଲ୍ଲା ବେତଝରୀ ନିକଟରେ ବେଆଇନ୍ ମଦ ପ୍ରସ୍ତୁତ ୟୁନିଟ ଉପରେ ଗୋଳନ୍ଥରା ଥାନା ପୋଲିସର...

ଗଞ୍ଜାମ ଜିଲ୍ଲା ବେତଝରୀ ନିକଟରେ ବେଆଇନ୍ ମଦ ପ୍ରସ୍ତୁତ ୟୁନିଟ ଉପରେ ଗୋଳନ୍ଥରା ଥାନା ପୋଲିସର ଚଢାଉ ।

152
ADVERTISEMENT

ଗଞ୍ଜାମ,୧୩/୯ (ଡି.ଏଚ୍ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ବେତଝରୀ ନିକଟରେ ବେଆଇନ୍ ମଦ ପ୍ରସ୍ତୁତ ୟୁନିଟ ଉପରେ ଗୋଳନ୍ଥରା ଥାନା ପୋଲିସର ଚଢାଉ । ଚଢାଉବେଳେ ବିପୁଳ ପରିମାଣର ମଦ ପ୍ରସ୍ତତ ସାମଗ୍ରୀ ସହ ମଦ ଜବତ l ଏବଂ ଉକ୍ତ ଘଟଣାରେ ୪ଜଣ ଗିରଫ ହୋଇଥିବାବେଳେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ମୁନା ନାୟକ, ବୁଲୁ ପାତ୍ର, ସନିଆ ସାହୁ ଓ ନିଲୁ ସାହୁ।

Advertisement