Friday, September 25, 2026
ADVERTISEMENT
Home ଆଞ୍ଚଳିକ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଭୀଷ୍ମଗିରି କଲେଜ ଛକ ନିକଟ ଏକ ଘରୁ ବୃଦ୍ଧାଙ୍କୁ...

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଭୀଷ୍ମଗିରି କଲେଜ ଛକ ନିକଟ ଏକ ଘରୁ ବୃଦ୍ଧାଙ୍କୁ ଲୁଟ୍ କରି କଲେ ହତ୍ୟା ।

144
ADVERTISEMENT

ଗଞ୍ଜାମ,୧୧/୯(ଡି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଭୀଷ୍ମଗିରି କଲେଜ ଛକ ନିକଟ ଏକ ଘରୁ କିଛି ଦୃବୁତ୍ତ ବୃଦ୍ଧାଙ୍କୁ ଲୁଟ୍ କରି କଲେ ହତ୍ୟା ।ଲୁଟେରାମାନେ ଘରର ପଛ କବାଟ ଦେଇ ତାଲା ଭାଙ୍ଗି ପଶିବା ସହ ବୃଦ୍ଧା ଜଣଙ୍କ ପିନ୍ଧିଥିବା ଗହଣାକୁ ଲୁଟ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏନେଇ ଘଟଣାସ୍ଥଳରେ ଦିଗପହଣ୍ଡି ଥାନା ପୋଲିସର ତଦନ୍ତ ଜାରି ।

Advertisement