Thursday, September 24, 2026
ADVERTISEMENT
Home ଜିଲ୍ଲା ଅନୁଗୁଳ ଅନୁଗୁଳ ବ୍ଲକ୍ ଶରଧାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକ ଚାକିରିରୁ ନିଲମ୍ବିତ ଏବଂ ପ୍ରଧାନ...

ଅନୁଗୁଳ ବ୍ଲକ୍ ଶରଧାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକ ଚାକିରିରୁ ନିଲମ୍ବିତ ଏବଂ ପ୍ରଧାନ ଶିକ୍ଷକ ସମେତ ଅନ୍ୟ ଦୁଇ ଶିକ୍ଷକଙ୍କର ଦରମା ବନ୍ଦ l

171
ADVERTISEMENT

ଅନୁଗୁଳ,୧୧/୯(ଡି.ଏଚ ବ୍ୟୁରୋ):-ଅନୁଗୁଳ ବ୍ଲକ୍ ଶରଧାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକ ଚାକିରିରୁ ନିଲମ୍ବିତ,ଏବଂ ପ୍ରଧାନ ଶିକ୍ଷକ ସମେତ ଅନ୍ୟ ଦୁଇ ଶିକ୍ଷକଙ୍କର ଦରମା ବନ୍ଦ l ସେମାନେ ନିଜ ନିଜ କର୍ତ୍ତବ୍ୟରେ ଅବହେଳା ପାଇଁ ଅନୁଗୁଳ ବ୍ଲକ୍ ଶିକ୍ଷା ଅଧିକାରୀ ସେମାନଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିବା ସୂଚନା ।

Advertisement