Monday, September 28, 2026
ADVERTISEMENT
Home ଆଞ୍ଚଳିକ ଯାଜପୁର ଟାଉନ ଅବକାରୀ ବିଭାଗର ଚଢ଼ାଉ ବେଳେ ଦେଢ଼ କ୍ୟୁଣ୍ଟଲ ଓଜନର ଭାଙ୍ଗ ଜବଦ ସହ...

ଯାଜପୁର ଟାଉନ ଅବକାରୀ ବିଭାଗର ଚଢ଼ାଉ ବେଳେ ଦେଢ଼ କ୍ୟୁଣ୍ଟଲ ଓଜନର ଭାଙ୍ଗ ଜବଦ ସହ ଜଣେ ମହିଳା ଗିରଫ ।

155
ADVERTISEMENT

ଯାଜପୁର,୧୦/୯(ଡି.ଏଚ୍ ବ୍ୟୁରୋ):-ଯାଜପୁର ରୋଡ଼ ରେଲୱେ ଷ୍ଟେସନ ତାରିଣୀ ମନ୍ଦିର ନିକଟରେ ଯାଜପୁର ଟାଉନ ଅବକାରୀ ବିଭାଗର ଚଢ଼ାଉ ବେଳେ ଦେଢ଼ କ୍ୟୁଣ୍ଟଲ ଓଜନର ଭାଙ୍ଗ ଜବଦ ସହ ଜଣେ ମହିଳା ଗିରଫ । ଗିରଫ ମହିଳା ଜଣକ ଯାଜପୁର ରୋଡ଼ ଚୂନ ଭାଟି ଅଞ୍ଚଳର ସଞ୍ଜୁ ବେହେରା । ଏବଂ ଜବତ ଭାଙ୍ଗର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ହେବ ବୋଲି ସୂଚନା ।

Advertisement