Thursday, September 24, 2026
ADVERTISEMENT
Home ଆଞ୍ଚଳିକ ଲଘୁଚାପଜନିତ ଲଗାଣ ବର୍ଷାରେ ବୃଦ୍ଧି ପାଇବାରେ ଲାଗିଛି ଘୋଡାହାଡ଼ ଜଳ ଭଣ୍ଡାରର ଜଳସ୍ତର।

ଲଘୁଚାପଜନିତ ଲଗାଣ ବର୍ଷାରେ ବୃଦ୍ଧି ପାଇବାରେ ଲାଗିଛି ଘୋଡାହାଡ଼ ଜଳ ଭଣ୍ଡାରର ଜଳସ୍ତର।

156
ADVERTISEMENT

ଗଂଜାମ,୧୦/୯(ଡି.ଏଚ୍ ବ୍ୟୁରୋ):-ଗଂଜାମ ଜିଲ୍ଲାରେ ଲଘୁଚାପଜନିତ ଲଗାଣ ବର୍ଷାରେ ବୃଦ୍ଧି ପାଇବାରେ ଲାଗିଛି ଘୋଡାହାଡ଼ ଜଳ ଭଣ୍ଡାରର ଜଳସ୍ତର। ଫଳରେ ଜଳ ଭଣ୍ଡାରର ଜଳସ୍ତର ୧୧୭.୮୦ ମିଟର ଥିବାବେଳେ ବର୍ତ୍ତମାନ ସୁଦ୍ଧା ୧୧୬.୭୦ ମିଟର ବର୍ଷା ଜଳ ଗଛିତ ହୋଇ ରହିଛି ।ଏହାକୁ ଦୃଷ୍ଟିରେ ରଖି ସତର୍କ ସୂଚନା ଜାରି କଲେ ଘୋଡ଼ାହାଡ଼ ଜଳ ଭଣ୍ଡାର କର୍ତ୍ତୃପକ୍ଷ ।

Advertisement