Saturday, September 26, 2026
ADVERTISEMENT
Home ଆଞ୍ଚଳିକ ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଓମ୍ ନଗରରେ ବେଆଇନ୍ ମଦ ପ୍ରସ୍ତୁତ ୟୁନିଟ୍ ଉପରେ ଅବକାରୀ...

ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଓମ୍ ନଗରରେ ବେଆଇନ୍ ମଦ ପ୍ରସ୍ତୁତ ୟୁନିଟ୍ ଉପରେ ଅବକାରୀ ବିଭାଗର ଚଢାଉ l

153
ADVERTISEMENT

ବ୍ରହ୍ମପୁର,୦୯/୯(ଡି.ଏଚ୍ ବ୍ୟୁରୋ):-ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଓମ୍ ନଗରରେ ବେଆଇନ୍ ମଦ ପ୍ରସ୍ତୁତ ୟୁନିଟ୍ ଉପରେ ଅବକାରୀ ବିଭାଗର ଚଢାଉ l ଚଢାଉ ବେଳେ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ । ଗତ କିଛି ଦିନ ହେଲା ଏଠାରେ ଏଭଳି ମଦ ପ୍ରସ୍ତୁତ କରି ବ୍ୟବସାୟୀ ଚଲାଉ ଥିବା ବେଳେ ଅବକାରୀ ବିଭାଗ ଚଢାଉ କରିଘଟଣାର ଅଧିକ ଖୋଳତାଡ କରୁଛି ।

Advertisement