Sunday, September 27, 2026
ADVERTISEMENT
Home ଆଞ୍ଚଳିକ ବ୍ରହ୍ମପୁର ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ସୁଶୀଲ କୁମାର ପଟ୍ଟନାୟକ...

ବ୍ରହ୍ମପୁର ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ସୁଶୀଲ କୁମାର ପଟ୍ଟନାୟକ ଏବଂ ଆସ୍କାସ୍ଥିତ ଜୟପୁର ନୋଡ଼ାଲ୍ ହାଇସ୍କୁଲର କନିଷ୍ଠ କିରାଣି ପ୍ରଦୀପ କୁମାର ମହାନ୍ତି।

143
ADVERTISEMENT

ବ୍ରହ୍ମପୁର,୦୯/୯(ଡି.ଏଚ୍ ବ୍ୟୁରୋ):-ବ୍ରହ୍ମପୁର ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ସୁଶୀଲ କୁମାର ପଟ୍ଟନାୟକ ଏବଂ ଆସ୍କାସ୍ଥିତ ଜୟପୁର ନୋଡ଼ାଲ୍ ହାଇସ୍କୁଲର କନିଷ୍ଠ କିରାଣି ପ୍ରଦୀପ କୁମାର ମହାନ୍ତି। ସେମାନେ ପେନ୍ସନ୍ ଏବଂ ଅନ୍ୟାନ୍ୟ ସୁବିଧା ଚୂଡ଼ାନ୍ତ କରାଇବା ପାଇଁ ସ୍କୁଲର ଜଣେ ଅବସରପ୍ରାପ୍ତ ବ୍ୟକ୍ତିଙ୍କ ଠାରୁ ୧୦ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ବ୍ରହ୍ମପୁର ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବା ସୂଚନା ।

Advertisement