Thursday, September 24, 2026
ADVERTISEMENT
Home ଆଞ୍ଚଳିକ ଗଞ୍ଜାମ ଜିଲ୍ଲା ହିଂଜିଲିକାଟୁ ଥାନା ଅନ୍ତର୍ଗତ ସାରୁ ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୋଲିସର...

ଗଞ୍ଜାମ ଜିଲ୍ଲା ହିଂଜିଲିକାଟୁ ଥାନା ଅନ୍ତର୍ଗତ ସାରୁ ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୋଲିସର ଅତର୍କିତ ଚଢଉ ।

151
ADVERTISEMENT

ଗଞ୍ଜାମ,o୪/୯(ଡି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ହିଂଜିଲିକାଟୁ ଥାନା ଅନ୍ତର୍ଗତ ସାରୁ ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡାଉପରେ ପୋଲିସର ଅତର୍କିତ ଚଢଉ । ଚଢଉ ବେଳେ ପ୍ରାୟ ୧ଲକ୍ଷ ୫୩ହଜାର ଟଙ୍କା ୧୮ଟି ଦାମୀ ମୋବାଇଲ ଜବତ ସହ ୧୫ ଜୁଆଡିଙ୍କୁ ଅଟକ ରଖିଛି ପୋଲିସ ।

Advertisement