Sunday, September 27, 2026
ADVERTISEMENT
Home ଆଞ୍ଚଳିକ ପଞ୍ଚାୟତ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ l

ପଞ୍ଚାୟତ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ l

167
ADVERTISEMENT

କୁକୁଡାଖଣ୍ଡି,o୪/୯(ଇ .ରଂଜନ):-କୁକୁଡାଖଣ୍ଡି ବ୍ଲକ ବେନ୍ଦାଳିଆ ଗ୍ରାମରେ ଆଇଓସିଏଲ ତରଫରୁ ଗ୍ୟାସ ଉପଭୋକ୍ତା ମାନଙ୍କୁ ନେଇ ପ୍ରଶିକ୍ଷଣ ଶିବିର ପ୍ରସନ କୁମାର ପାଢ଼ୀ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ରନ୍ଧନ ଗ୍ୟାସ ର କାର୍ଯ୍ୟକାରିତା, ଉପାଦେୟତା ଉପରେ ଗ୍ରାମୀଣସ୍ତରରେ ମହିଳା ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ l ଅତିଥି ଭାବେ ସରପଞ୍ଚ ରାଧାମୋହନ ସେଠି, ସମାଜ ସେବି ହରିକୃଷ୍ଣ ପାତ୍ର, ଭଗବାନ ସାହୁ,ବନଜାବାଳା ପଣ୍ଡା, ଆଇଓସିଏଲ ଏରିଆ ମେନେଜର ଦେବଦତ୍ତ ରାଉତରାୟ, ଫିଲଡ ଅଫିସର ଅଙ୍କିତା ଚଂଗାଇ,ଏଲପିଜି ଜେନେରାଲ ମେନେଜର ନବ କୁମାର କୋନାର ପ୍ରମୁଖ ଯୋଗଦେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମରେ ନିୟୋଜିତ ଇଣ୍ଡେନର ବଳରାମ ସାହୁ,କାଳୁ ପ୍ରସାଦ ସାହୁ ପ୍ରମୁଖ ପରିଚାଳନା କରିଥିଲେ l

Advertisement