Saturday, September 26, 2026
ADVERTISEMENT
Home ଆଞ୍ଚଳିକ ବଲାଙ୍ଗୀର-ସମ୍ୱଲପୁର ୨୬ନଂର ଜାତୀୟ ରାଜପଥ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।

ବଲାଙ୍ଗୀର-ସମ୍ୱଲପୁର ୨୬ନଂର ଜାତୀୟ ରାଜପଥ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।

174
ADVERTISEMENT

ବଲାଙ୍ଗୀର,o୩/୯(ଡି.ଏଚ୍ ବ୍ୟୁରୋ):-ବଲାଙ୍ଗୀର-ସମ୍ୱଲପୁର ୨୬ନଂର ଜାତୀୟ ରାଜପଥ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଲାଇନ୍ ଟ୍ରକ୍କୁ ଅଜଣା ଗାଡ଼ି ଧକ୍କା ଦେବା ଫଳରେ ଟ୍ରକରେ ଚାପି ହୋଇ ଟ୍ରକ ଚାଳକଙ୍କ ଗୁରୁତର ଅବସ୍ଥାରେ ମୃତ୍ୟୁ । ଏବଂ ଦୁର୍ଘଟଣା ଘଟାଇ ଥିବା ଗାଡ଼ି ଫେରାର ଥିବାବେଳେ ବଲାଙ୍ଗୀର ପୁଲିସର ତଦନ୍ତ ଜାରି ।

Advertisement