Tuesday, August 25, 2026
ADVERTISEMENT
Home ଆଞ୍ଚଳିକ ରାଜ୍ୟରେ ୨ ଦିନ ଖରାଟିଆ ପାଗ ଜାରି ରହିବା ପରେ ଆସନ୍ତା ୬ତାରିଖରେ ବର୍ଷାର ପରିମାଣ...

ରାଜ୍ୟରେ ୨ ଦିନ ଖରାଟିଆ ପାଗ ଜାରି ରହିବା ପରେ ଆସନ୍ତା ୬ତାରିଖରେ ବର୍ଷାର ପରିମାଣ ବଢ଼ିବ।

135
Water flowing along the street curb during heavy rain. Close up of splashing raindrops and air bubbles.
ADVERTISEMENT

ଭୁବନେଶ୍ୱର,o୩/୯(ଡି.ଏଚ୍ ବ୍ୟୁରୋ):-ରାଜ୍ୟରେ ୨ ଦିନ ଖରାଟିଆ ପାଗ ଜାରି ରହିବା ପରେ ଆସନ୍ତା ୬ତାରିଖରେ ବର୍ଷାର ପରିମାଣ ବଢ଼ିବ। ଫଳରେ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଧା, କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି ଓ ନବରଙ୍ଗପୁର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋୱାର୍ଣ୍ଣିଂ ଜାରି ହୋଇଛି।

Advertisement