Friday, September 25, 2026
ADVERTISEMENT
Home ଆଞ୍ଚଳିକ ବୋଲେରୋରେ ଆସି ମା ସାମ୍ନାରେ ବଂଧୁକ, ଭୁଜାଲି ଦେଖାଇ ଝିଅକୁ ଅପହରଣ କଲେ ଦୁର୍ବୃତ୍ତ ।

ବୋଲେରୋରେ ଆସି ମା ସାମ୍ନାରେ ବଂଧୁକ, ଭୁଜାଲି ଦେଖାଇ ଝିଅକୁ ଅପହରଣ କଲେ ଦୁର୍ବୃତ୍ତ ।

208
ADVERTISEMENT

ଜଗତସିଂହପୁର,୩୦/୮(ଡି.ଏଚ ବ୍ୟୁରୋ):-ଜଗତସିଂହପୁର ଅଞ୍ଚଳରେ ବୋଲେରୋରେ ଆସି ମା ସାମ୍ନାରେ ବଂଧୁକ, ଭୁଜାଲି ଦେଖାଇ ଝିଅକୁ ଅପହରଣ କଲେ ଦୁର୍ବୃତ୍ତ । ଏବଂ ଝିଅକୁ ଅପହରଣ ପରେ ଦାବି କଲେ ୨୦ ଲକ୍ଷ ଟଙ୍କା l ଏନେଇ ମା ଥାନାର ଦ୍ବାରସ୍ଥ ହୋଇଥିବାବେଳେ ଘଟଣାର ତଦନ୍ତ ଜାରିରଖିଛି ସ୍ଥାନୀୟ ପୁଲିସ ।

Advertisement