ମୁଖ୍ୟ ଖବରରାଜ୍ୟ କଟକ ବିଗ୍ ବଜାରରେ ଅଗ୍ନିକାଣ୍ଡ By Dunia Halchal - April 1, 2019 407 Share FacebookXPinterestWhatsApp ADVERTISEMENT କଟକ,(ଦୁନିଆ ହାଲ୍ ଚାଲ୍): ସୋମବାର ପ୍ରତ୍ୟୁଷରେ ସ୍ଥାନୀୟ ଦରଘା ବଜାର ପୁରୁଣା ଜେଲ୍ ପରିସରସ୍ଥ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆର୍କେଡ୍ରେ ଥିବା ବିଗ୍ ବଜାରରେ ନିଆଁ ଲାଗିଛି। ନିଆଁ ଚତୁର୍ଥ ମହଲାରେ ଲାଗିଛି। ତିନିଟି ଦମକଳ ଘଟଣାସ୍ଥଳକୁ ଯାଇ ନିଆଁ ଲିଭାଇବାରେ ସମର୍ଥ ହୋଇଛନ୍ତି। Advertisement