Friday, September 25, 2026
ADVERTISEMENT
Home ଆଞ୍ଚଳିକ ବୋୖଦ୍ଧ ଜିଲ୍ଲା ସଦର ବ୍ଲକ ଗୁନ୍ଦୁଳିଆ ହାଇସ୍କୁଲରେ ଶିକ୍ଷକ ବଦଳିକୁ ନେଇ ସ୍କୁଲ ଗେଟରେ ତାଲା...

ବୋୖଦ୍ଧ ଜିଲ୍ଲା ସଦର ବ୍ଲକ ଗୁନ୍ଦୁଳିଆ ହାଇସ୍କୁଲରେ ଶିକ୍ଷକ ବଦଳିକୁ ନେଇ ସ୍କୁଲ ଗେଟରେ ତାଲା ମାରିଲେ ଛାତ୍ରଛାତ୍ରୀ ଓ ଅଭିଭାବକ ।

176
School closed at Coronavirus days. SCHOOL CLOSED text message sign on metal fence, closed door gate, blur buildings background, Covid 19 spread prevention measure. 3d illustration
ADVERTISEMENT

ବୋୖଦ୍ଧ,୨୭/୮(ଡି.ଏଚ ବ୍ୟୁରୋ):-ବୋୖଦ୍ଧ ଜିଲ୍ଲା ସଦର ବ୍ଲକ ଗୁନ୍ଦୁଳିଆ ହାଇସ୍କୁଲରେ ଶିକ୍ଷକ ବଦଳିକୁ ନେଇ ସ୍କୁଲ ଗେଟରେ ତାଲା ମାରିଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ଫଳରେ ଶିକ୍ଷା ବ୍ୟବସ୍ଥାକୁ ନେଇ ବାରମ୍ବାର ପ୍ରଶ୍ନ ଉଠୁଥିବା ବେଳେ ଆଜି ଛାତ୍ର ଉଠାଇଲେ ପ୍ରଶ୍ନ । ଏବଂ ଋତୁ ବଦଳିବା ଭଳି ଶିକ୍ଷକଙ୍କ ବଦଳି ହେବାରେ ଲାଗିଥିବାବେଳେ ଯାହାର ସିଧାସଳଖ ପ୍ରଭାବ ପଡୁଛି ପିଲାଙ୍କ ପାଠ ପଢା ଉପରେ ।

Advertisement