Wednesday, September 23, 2026
ADVERTISEMENT
Home ଆଞ୍ଚଳିକ ପାଉଡ଼ର ବୋଝେଇ କଣ୍ଟେନରର ପଛପଟୁ ପରିବା ବୋଝେଇ ଟ୍ରକ ଧକା ଦେବା ଫଳରେ ଉଭୟ ଗାଡି...

ପାଉଡ଼ର ବୋଝେଇ କଣ୍ଟେନରର ପଛପଟୁ ପରିବା ବୋଝେଇ ଟ୍ରକ ଧକା ଦେବା ଫଳରେ ଉଭୟ ଗାଡି ରାସ୍ତା କଡ଼କୁ ଓଲଟିଲl l

174
ADVERTISEMENT

କେନ୍ଦୁଝର,୨୬/୮(ଡି.ଏଚ ବ୍ୟୁରୋ):-କେନ୍ଦୁଝର ଦେଇ ଯାଇଥିବା ୪୯ନମ୍ବର ଜାତୀୟ ରାଜପଥର ରେଙ୍ଗାଳବେଡା ନିକଟରେ ପାଉଡ଼ର ବୋଝେଇ କଣ୍ଟେନରର ପଛପଟୁ ପରିବା ବୋଝେଇ ଟ୍ରକ ଧକା ଦେବା ଫଳରେ ଉଭୟ ଗାଡି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଛି । ଏବଂ ଘଟଣା ସ୍ଥଳରେ ତୁରୁମୁଙ୍ଗା ପୋଲିସ ଦୁର୍ଘଟଣା ଗ୍ରସ୍ତ ଗାଡିକୁ ଜବତ କରିବା ସହ ଆହତ ଡ୍ରାଇଭରଙ୍କୁ ମେଡିକାଲ ପଠାଇଛି ।

Advertisement