Wednesday, August 26, 2026
ADVERTISEMENT
Home ଆଞ୍ଚଳିକ ଆସନ୍ତା ୨୭ ରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଏବଂ କଳାହାଣ୍ଡିରେ ପ୍ରବଳ ବର୍ଷା ହେବା ନେଇ...

ଆସନ୍ତା ୨୭ ରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଏବଂ କଳାହାଣ୍ଡିରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗର ଆକଳନ ।

150
ADVERTISEMENT

ଭୁବନେଶ୍ୱର,୨୬/୮(ଡି.ଏଚ ବ୍ୟୁରୋ):-ଆସନ୍ତା ୨୭ ରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଏବଂ କଳାହାଣ୍ଡିରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗର ଆକଳନ । ସେପଟେ କନ୍ଧମାଳ, ଅନୁଗୋଳ ଏବଂ ନୟାଗଡର କିଛି ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ହୋଇଥିବାରୁ ଆଜି ମହାନଦୀର ଖଇରମାଳରେ ଜଳସ୍ତର ବୃଦ୍ଧି ପାଇଛି । ଏବଂ ଜଳକା ମଥାନୀରେ ବିପଦ ସଙ୍କେତ ଉପରେ ଚାଲିଛି ବନ୍ୟାଜଳ ।ସେହିଭଳି ପୁରୁଷୋତ୍ତମପୁରରେ ଋଷିକୂଲ୍ୟା, ପାନପୋଷ ,ଜେନାପୁରରେ ବ୍ରାହ୍ମଣୀ ଏବଂ ସୁନ୍ଦରଗଡରେ ଇବ୍ ଜଳସ୍ତର ବିପଦ ସଙ୍କେତ ତଳେ ରହିଛି।

Advertisement