Saturday, September 26, 2026
ADVERTISEMENT
Home ଆଞ୍ଚଳିକ ବ୍ରହ୍ମପୁର ଏମ.କେ.ସି.ଜି ମେଡିକାଲରେ ବିରଳ ଅସ୍ତ୍ରୋପଚାର l ଜଣେ ଯୁବକଙ୍କ ପେଟରୁ ବାହାରିଲା ଷ୍ଟିଲ୍ ଗ୍ଲାସ୍...

ବ୍ରହ୍ମପୁର ଏମ.କେ.ସି.ଜି ମେଡିକାଲରେ ବିରଳ ଅସ୍ତ୍ରୋପଚାର l ଜଣେ ଯୁବକଙ୍କ ପେଟରୁ ବାହାରିଲା ଷ୍ଟିଲ୍ ଗ୍ଲାସ୍ l

158
ADVERTISEMENT

ବ୍ରହ୍ମପୁର,୨୨/୮(ଡି.ଏଚ ବ୍ୟୁରୋ):-ବ୍ରହ୍ମପୁର ଏମ.କେ.ସି.ଜି ମେଡିକାଲରେ ବିରଳ ଅସ୍ତ୍ରୋପଚାର l ଜଣେ ଯୁବକଙ୍କ ପେଟରୁ ବାହାରିଲା ଷ୍ଟିଲ୍ ଗ୍ଲାସ୍ l ଉକ୍ତ ଯୁବକ ଜଣକ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ନିକଟ ବାଲିପଦର ଅଞ୍ଚଳର ଥିବାବେଳେ ସେ ସୁରଟରେ ରହି କାମ କରୁଥିଲେ । ଏବଂ ସେଠାରେ ତାଙ୍କ ସାଙ୍ଗମାନେ ମଦ୍ୟପାନ କରି ତାଙ୍କ ମଳଦ୍ୱାରରେ ଗ୍ଲାସ୍ ପୂରାଇ ଦେଇଥିଲେ ବୋଲି ସୂଚନା ।

Advertisement