କୋରାପୁଟ-ରାୟଗଡ଼ା ରେଳ ଲାଇନଉପରେ ପଥର ଖସିବା ସହ ମାଟି ଅତଡ଼ା ଧସିବାରୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି।

15
ADVERTISEMENT

ରାୟଗଡ଼ା,୧୫/୮(ଡି.ଏଚ ବ୍ୟୁରୋ):-ଲଗାଣ ବର୍ଷା ଯୋଗୁ କୋରାପୁଟ-ରାୟଗଡ଼ା ରେଳ ଲାଇନରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ସ୍ଥାନୀୟ କେଉଟଗୁଡା ଷ୍ଟେସନ ନିକଟ ରେଳ ଲାଇନ ଉପରେ ପଥର ଖସିବା ସହ ମାଟି ଅତଡ଼ା ଧସିବାରୁ ମାଲବାହୀ ଟ୍ରେନ୍ ଟନେଲ ଭିତରେ ଫସି ରହିଥିଲା।

Advertisement