କୁକୁଡାଖଣ୍ଡି:- ନୂତନ ବିଡ଼ିଓ, ସହକାରୀ ଯନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

151
ADVERTISEMENT

କୁକୁଡାଖଣ୍ଡି,୧୪/୮(ଇ .ରଞ୍ଜନ):-କୁକୁଡାଖଣ୍ଡି ବ୍ଲକରେ ନୂତନ ବିଡିଓ ଭାବେ ଯୋଗଦେଇଥିବା ପଲ୍ଲବୀ ସ୍ୱାଇଁ ଓ ସହକାରୀ ଯନ୍ତ୍ରୀ ଅନୁରାଗ ରଥଙ୍କୁ କୁକୁଡାଖଣ୍ଡି ସମିତିର ବିଭିନ୍ନ ଜନପ୍ରତିନିଧି ମାନେ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ l କୁକୁଡାଖଣ୍ଡି ବ୍ଲକକୁ କିପରି ସମୃଦ୍ଧ କରିବା ସହ ଜନସାଧାରଣଙ୍କ ପାଖରେ କିପରି ସରକାରୀ ଯୋଜନା ପହଂଚି ପାରିବ ସେନେଇ ଆଲୋଚନା କରିଥିଲେ l ବ୍ଲକ ଉପାଧ୍ୟାକ୍ଷା ବିଷ୍ଣୁପ୍ରିୟା ପାତ୍ର, ବିଧାୟକ ପ୍ରତିନିଧି ଉଦୟ ବେହେରା, ସନାତନ ସଂଗ୍ରାମ ସିଂ,ସୁରେଶ ସେଠି, ରାଧାମୋହନ ସେଠି,ଚିତ୍ତ ବିଶୋଇ, ସଞ୍ଜୟ ସାହୁ,ଙ୍କ ସମେତ ବହୁ ସମିତିସଭ୍ୟ, ସରପଞ୍ଚ ମାନେ ଉପସ୍ଥିତ ଥିଲେ l

Advertisement