କୁକୁଡାଖଣ୍ଡିରେ କଂଗ୍ରେସ ପକ୍ଷରୁ ଅମ୍ବୃତ ମହୋତ୍ସବ ପାଳନ l

135
ADVERTISEMENT

କୁକୁଡାଖଣ୍ଡି,୧୪/୮(ଇ .ରଞ୍ଜନ):-କୁକୁଡାଖଣ୍ଡିରେ ଅମ୍ବୃତ ମହୋତ୍ସବ ପାଳନ କଲା କଂଗ୍ରେସ l କୁକୁଡାଖଣ୍ଡି ବ୍ଲକ ସମ୍ମୁଖରୁ ଆଜି ଜିଲ୍ଲା କଂଗ୍ରେସ ସଭାପତି ରମେଶ ଜେନାଙ୍କ ନେତୃତ୍ୱରେ କଂଗ୍ରେସ ନେତା ଓ କର୍ମୀ ମିଳିତ ଭାବେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅମ୍ବୃତ ମହୋତ୍ସବ ପାଳନ କରିଥିଲେ l ଏହି କାର୍ଯ୍ୟକ୍ରମ କୁକୁଡାଖଣ୍ଡି ବ୍ଲକ ଠାରୁ କୁକୁଡାଖଣ୍ଡି ଅଞ୍ଚଳରେ ପରିକ୍ରମା କରିଥିଲେ l ଜିଲ୍ଲା ସଭାପତି ଦଳର ସଂଘଠନ ଦାୟିତ୍ୱରେ ଥିବା ନେତା ମାନେ ରାଜ୍ୟ ସରକାର ଓ କେନ୍ଦ୍ରସରକାର ଙ୍କ ଉପରେ ପ୍ରବଳ ବର୍ଷୀଥିଲେ l ଉଭୟ ପରସ୍ପର ଗୋଟିଏ କଏନର ୨ ଟି ପାର୍ଶ୍ୱ କହି ସରକାରଙ୍କୁ ତାତ୍ସଲ୍ୟ କରିବା ସହ ରାଜ୍ୟ ପିସିର ଗନ୍ଥl ଘର ବୋଲି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ ୨ ଦଳ ନିରବ ସାଜିଥିବା କହିଛନ୍ତି l ଏହି କାର୍ଯ୍ୟକ୍ରମରେ କଂଗ୍ରେସ କିସାନ ମୋର୍ଚ୍ଚା ସେଲର ରଶ୍ମି ରଞ୍ଜନ ପଟ୍ଟନାୟକ,ବନଜା ପଣ୍ଡା, ଶିବ ପ୍ରସାଦ ଦୋରା, ବି ସନାତନ ସାହୁ,ବିକାଶ ପଶୁପାଳକ, ଏ ଭାରତ,ସୁଦର୍ଶନ ସେଠୀ, ଅରୁଣ ଭୂୟାଁ ପ୍ରମୁଖ ଯୋଗଦେଇଥିଲେ l

Advertisement