ଆଞ୍ଚଳିକଗଞ୍ଜାମ ବ୍ରହ୍ମପୁର ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲା କୋଦଳା ତହସିଲ ଅନ୍ତର୍ଗତ କେ.ବରିଡ଼ା ଆର୍ଆଇ ଦେବାଶିଷ ମାଝୀl By Dunia Halchal - August 11, 2022 144 Share FacebookTwitterPinterestWhatsApp ADVERTISEMENT ବ୍ରହ୍ମପୁର,୧୧/୮(ଡି.ଏଚ୍ ବ୍ୟୁରୋ):-ବ୍ରହ୍ମପୁର ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲା କୋଦଳା ତହସିଲ ଅନ୍ତର୍ଗତ କେ.ବରିଡ଼ା ଆର୍ଆଇ ଦେବାଶିଷ ମାଝୀ l ସେ ଏକ ଜବତ ବାଲି ବୋଝେଇ ଟିପ୍ପରକୁ ଛାଡ଼ିଦେବା ପାଇଁ ୨୫ହଜାର ଟଙ୍କା ଲାଞ୍ଚ ନେବାବେଳେ ବ୍ରହ୍ମପୁର ଭିଜିଲାନସ୍ ତାଙ୍କୁ ଗିରଫ କରିଛନ୍ତି । Advertisement