ବ୍ରହ୍ମପୁର ଲାଞ୍ଜିପଲ୍ଲୀ ବାଇପାସ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ଯାଞ୍ଚ ବେଳେ ଏକ କାରରୁ ନଗଦ ୧ କୋଟି ୨୨ ଲକ୍ଷ ଟଙ୍କା ଜବତ ସହ ଜଣେ ବ୍ୟକ୍ତି ଅଟକ ।

128
ADVERTISEMENT

ବ୍ରହ୍ମପୁର,୧୦/୮(ଡି.ଏଚ୍ ବ୍ୟୁରୋ):-ବ୍ରହ୍ମପୁର ଲାଞ୍ଜିପଲ୍ଲୀ ବାଇପାସ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ଯାଞ୍ଚ ବେଳେ ଏକ କାରରୁ ନଗଦ ୧ କୋଟି ୨୨ ଲକ୍ଷ ଟଙ୍କା ଜବତ ସହ ଜଣେ ବ୍ୟକ୍ତି ଅଟକ । ଅଟକବ୍ୟକ୍ତି ଜଣକ ମହାରାଷ୍ଟ୍ରର ଭରତ ଗୋଖେ ନାୟକ ଥିବାବେଳେ ସେ ଏଠାକାର କିଛି ସୁନା ବ୍ୟବସାୟୀଙ୍କୁ ସୁନା ବିକ୍ରିକରି ନଗଦ ଟଙ୍କା ନେଇ ଯାଉଥିଲା । ଏବଂ ତାଙ୍କୁ ପଚରା ଉଚରା ବେଳେ ସ୍ଥାନୀୟ ସୁନା ବ୍ୟବସାୟୀଙ୍କ ଠାରୁ ୨୦ ଟି ସୁନା ବିସ୍କୁଟ ମଧ୍ୟ ଜବତ ହୋଇଛି ।

Advertisement