ରାଜ୍ୟରେ ଲୋନ୍ ଆପ୍ ଜରିଆରେ ଠକେଇ ଆଉ ଵ୍ଲାକମେଲିଂ ।

15
ADVERTISEMENT

ଭୁବନେଶ୍ୱର,୦୯/୮(ଡି.ଏଚ୍ ବ୍ୟୁରୋ):-ରାଜ୍ୟରେ ଲୋନ୍ ଆପ୍ ଜରିଆରେ ଠକେଇ ଆଉ ଵ୍ଲାକମେଲିଂ । ଲୋନ୍ ଆପ ଇନଷ୍ଟଲ କରି ଵ୍ୟାପକ ଠକେଇ ଓ ଵ୍ଲାକମେଲିଂର ଶୀକାର ହୋଇଥିଵା ଅଭିଯୋଗ କରି କଟକ ସାଇଵର ଥାନାରେ ଏକାଧିକ ଏତଲା । ଲୋନ ଆପ ଇନଷ୍ଟଲ କରି ତୁରନ୍ତ ଲୋନ ନେଵା ପାଇଁ ମେସେଜ ଆସୁଛି । କିନ୍ତୁ ଆପ ଡାଉନଲୋଡ କରିବା ସମୟରେ ମୋଵାଇଲ କଣ୍ଟାକ୍ଟକୁ ଆସେସ୍ କରିବା ପାଇଁ ଅନୁମତି ଦେଵା ପରେ ମୋଵାଇଲର ସଵୁ କଣ୍ଟାକ୍ଟ ଲିଷ୍ଟ ସାଇଵର ଫ୍ରଡମାନଙ୍କ ହାତକୁ ଚାଲିଯାଉଛି।

Advertisement