ଆଜି ଉଚ୍ଚ ମାଧ୍ୟମକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ।

14
ADVERTISEMENT

ଭୁବନେଶ୍ୱର,୦୮/୮(ଡି.ଏଚ୍ ବ୍ୟୁରୋ):-ଆଜି ଉଚ୍ଚ ମାଧ୍ୟମକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ । ଅପରାହ୍ଣ ୪ଟାରେ ଫଳ ପୁସ୍ତିକା ଉନ୍ମୋଚିତ କରାଯିବା ପରେ ପରୀକ୍ଷାର୍ଥୀମାନେ www.orissaresults.nic.in ୱେବସାଇଟରେ ସେମାନଙ୍କର ରେଜଲ୍ଟ ଜାଣିପାରିବେ ।

Advertisement