ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ତପ୍ତପାଣି ଘାଟିରେ ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍।

126
ADVERTISEMENT

ଗଞ୍ଜାମ,୦୨/୮(ଡି.ଏଚ୍ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ତପ୍ତପାଣି ଘାଟିରେ ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍ । ଦୁର୍ଘଟଣା ଫଳରେ ୩ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର । ତେବେ କାର୍‌ଟି ଭୁବନେଶ୍ବରରୁ କୋରାପୁଟ ଯାଉଥିବା ବେଳେ ତପ୍ତପାଣି ଘାଟି ଖେମୁଣ୍ଡି ଖୋଲ ନିକଟରେ ଏଭଳି ଦୁର୍ଘଟଣାଗ୍ରସ୍ତ ସୂଚନା।

Advertisement