Tuesday, August 25, 2026
ADVERTISEMENT
Home ଆଞ୍ଚଳିକ ଢେଙ୍କାନାଳ ଜିଲ୍ଲାର ବ୍ରାହ୍ମଣୀ ନଦୀର କମାଗରା ଘାଟରେ ବୁଡ଼ ପକାଇବା ବେଳେ ଜଣେ କାଉଡ଼ିଆ ପାଣିରେ...

ଢେଙ୍କାନାଳ ଜିଲ୍ଲାର ବ୍ରାହ୍ମଣୀ ନଦୀର କମାଗରା ଘାଟରେ ବୁଡ଼ ପକାଇବା ବେଳେ ଜଣେ କାଉଡ଼ିଆ ପାଣିରେ ବୁଡି ମୃତ୍ୟୁ ।

172
ADVERTISEMENT

ଢେଙ୍କାନାଳ,୦୧/୮(ଡି.ଏଚ ବ୍ୟୁରୋ):-ଢେଙ୍କାନାଳ ଜିଲ୍ଲାର ବ୍ରାହ୍ମଣୀ ନଦୀର କମାଗରା ଘାଟରେ ବୁଡ଼ ପକାଇବା ବେଳେ ଜଣେ କାଉଡ଼ିଆ ପାଣିରେ ବୁଡି ମୃତ୍ୟୁ । ଫଳରେ ତାଙ୍କ ମୃତଦେହ ସଦର ଥାନା ଅନ୍ତର୍ଗତ ରଣପଶି ନିକଟରୁ ଉଦ୍ଧାର କରାଯାଇଛି । ସେହିଭଳି ପରଜଙ୍ଗ ଥାନା କୁଆଳୋ ଗ୍ରାମ ନିକଟସ୍ଥ ରେଙ୍ଗଲୀ ବାମ କେନାଲରୁ ଜଣେ କାଉଡିଆ ଜଳ ଲାଗି ପାଇଁ ପାଣି ଉଠାଉଥିବା ବେଳେ ଜଳ ସ୍ରୋତରେ ଭାସି ଯାଇ ନିଖୋଜ ।

Advertisement