Thursday, September 24, 2026
ADVERTISEMENT
Home ଆଞ୍ଚଳିକ ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ତରବୋଡ ଗାଁ ନିକଟରେ ଦୁଇମାଲବାହୀ ଟ୍ରକ୍ ମଧ୍ୟରେ ଧକ୍କା...

ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ତରବୋଡ ଗାଁ ନିକଟରେ ଦୁଇମାଲବାହୀ ଟ୍ରକ୍ ମଧ୍ୟରେ ଧକ୍କା ,ଦୁଇ ଜଣଙ୍କର ମୃତ୍ୟୁ।

184
ADVERTISEMENT

ନୂଆପଡା,୩୧/୭(ଡି.ଏଚ ବ୍ୟୁରୋ):-ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ତରବୋଡ ଗାଁ ନିକଟରେ ଦୁଇମାଲବାହୀ ଟ୍ରକ୍ ମଧ୍ୟରେ ଧକ୍କା । ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇ ଜଣ ଆହତ ହୋଇ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ଏବଂ ଘଟଣାସ୍ଥଳରେ କୋମନା ଥାନା ପୋଲିସର ତଦନ୍ତ ଜାରି । ଗୋଟିଏ ଟ୍ରକ୍ ରାଜଖରିଆରରୁ ନୂଆପଡ଼ା ଆଡ଼କୁ ଆସିଥିବା ବେଳେ ଅନ୍ୟଟି ନୂଆପଡ଼ାରୁ ଖରିଆର ଅଭିମୁଖେ ଯାଉଥିଲା।

Advertisement