ଆଜି ପ୍ରକାଶ ପାଇବ ଯୁକ୍ତ -୨ ବିଜ୍ଞାନ ଏବଂ ବାଣିଜ୍ୟ ପରୀକ୍ଷା ଫଳ ।

104
ADVERTISEMENT

ଭୁବନେଶ୍ୱର,୨୭/୭ଡି.ଏଚ ବ୍ୟୁରୋ):-ଆଜି ପ୍ରକାଶ ପାଇବ ଯୁକ୍ତ -୨ ବିଜ୍ଞାନ ଏବଂ ବାଣିଜ୍ୟ ପରୀକ୍ଷା ଫଳ । । ଅପରାହ୍ନ ୪ଟାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବେ। ଏହାପରେ www.orisssaresults.nic.in ଏବଂ chseodisha.nic.in ୱେବ୍ ସାଇଟ୍ ରେ ପରୀକ୍ଷା ଫଳ ଉପଲବ୍ଧ ହେବ।

Advertisement