ଭୁବନେଶ୍ୱର,୨୬/୭(ଡି.ଏଚ ବ୍ୟୁରୋ):-ଆଜି କାର୍ଗିଲ ବିଜୟ ଦିବସ l ଆଜିର ଦିନରେ ଭାରତ ଆଗରେ ମୁଣ୍ଡ ନୁଆଇଁଥିଲା ପାକିସ୍ତାନ ଏବଂ ଛତ୍ରଭଙ୍ଗ ଦେଇଥିଲା ପାକିସ୍ତାନୀ ସେନା । ଫଳରେ ଭାରତୀୟ ଯବାନଙ୍କ ପରାକ୍ରମକୁ ମନେ ପକାଉଛି ସାରା ଦେଶ। ଏବଂ ସେଦିନର ସେହି ବିଜୟକୁ ମନେ ପକାଇ ଦେଶ ପାଳନ କରୁଛି କାର୍ଗିଲ ବିଜୟ ଦିବସ ।















