ଗଞ୍ଜାମ ଜିଲ୍ଲାର ପୁରୁଣା ପୋଡ଼ମପେଟା ଗାଁ ଏବେ ସମୁଦ୍ର ଗର୍ଭରେ ଲୀନ ହୋଇଯିବା ଭଳି ପରିସ୍ଥିତି।

124
ADVERTISEMENT

ଗୋପାଳପୁର,୨୦/୭(ଡି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲାର ପୁରୁଣା ପୋଡ଼ମପେଟା ଗାଁ ଏବେ ସମୁଦ୍ର ଗର୍ଭରେ ଲୀନ ହୋଇଯିବା ଭଳି ପରିସ୍ଥିତି। ଗତ କିଛିଦିନ ସମୁଦ୍ର ଅଶାନ୍ତ ଥିବାବେଳେ ଉଚ୍ଚ ଜୁଆର ମାଡ଼ରେ ପୁରୁଣା ପୋଡ଼ମପେଟା ଗାଁର ଗୋଟିଏ ପରେ ଗୋଟିଏ ଘର ଧୋଇ ହୋଇ ସମୁଦ୍ର ଆଁରେ ହଜିଯାଉଛି। ଏଥିପାଇଁ ଏହି ଅଞ୍ଚଳରେ ଜନବସତି ସମ୍ପୂର୍ଣ୍ଣ ପରିତ୍ୟାଗ କରିବାକୁ ପ୍ରଶାସନ ତରଫରୁ ସ୍ଥାନୀୟ ଜନସାଧାରଣଙ୍କୁ ସୂଚନା ।

Advertisement