ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସହରରେ ବାଧ୍ୟତାମୂଳକ ହେଲା ମାସ୍କ ।

112
ADVERTISEMENT

ବ୍ରହ୍ମପୁର,୧୯/୭(ଡି.ଏଚ ବ୍ୟୁରୋ):-ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସହରରେ ବାଧ୍ୟତାମୂଳକ ହେଲା ମାସ୍କ । ଏଣିକି ଯଦି କେହି ବି ଏହି ନିୟମକୁ ନମାନ୍ତି, ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସୂଚନା । ଏବଂ ଦୋକାନ ସମ୍ମୁଖରେ ଲାଗିବ ‘ନୋ ମାସ୍କ, ନୋ ଏଣ୍ଟ୍ରି’ ଓ ‘ନୋ ମାସ୍କ, ନୋ ଗୁଡ୍ସ’ର ବୋର୍ଡ l

Advertisement