ଭୁବନେଶ୍ୱର,୧୮/୭(ଡି.ଏଚ ବ୍ୟୁରୋ):-ଆଜି ବିଧାନସଭାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ । ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏଁ ଚାଲିବ ମତଦାନ । ଏନେଇ ଦିଲ୍ଲୀର ସଂସଦ ଭବନରୁ ଆରମ୍ଭ କରି ରାଜ୍ୟ ବିଧାନସଭା ପର୍ଯ୍ୟନ୍ତ ସବୁଠି ଭୋଟ୍ ଗ୍ରହଣ ଜାରି ହୋଇଛି। ଏହିକ୍ରମରେ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।















