Friday, September 25, 2026
ADVERTISEMENT
Home ଆଞ୍ଚଳିକ ଗଜପତି ଜିଲ୍ଲା କଳକୋଟ ପଞ୍ଚାୟତର ଜାଙ୍ଗିର ତୁଲ ଗ୍ରାମ ପାହାଡରୁ ଝରଣା ପାଣି ମାଡି ଆସିବା...

ଗଜପତି ଜିଲ୍ଲା କଳକୋଟ ପଞ୍ଚାୟତର ଜାଙ୍ଗିର ତୁଲ ଗ୍ରାମ ପାହାଡରୁ ଝରଣା ପାଣି ମାଡି ଆସିବା ଫଳରେ ରାସ୍ତା ଧୋଇ ହୋଇଯିବା ସହ ଧସିଲା ମାଟି ଅତଡା ।

151
ADVERTISEMENT

ଗଜପତି,୧୭/୭(ଡି.ଏଚ ବ୍ୟୁରୋ):-ରାଜ୍ୟରେ ମୌସୁମୀ ଜନିତ ବର୍ଷା ଯୋଗୁଁ ଗଜପତି ଜିଲ୍ଲା କଳକୋଟ ପଞ୍ଚାୟତର ଜାଙ୍ଗିର ତୁଲ ଗ୍ରାମ ପାହାଡରୁ ଝରଣା ପାଣି ମାଡି ଆସିବା ଫଳରେ ରାସ୍ତା ଧୋଇ ହୋଇଯିବା ସହ ଧସିଲା ମାଟି ଅତଡା । ଫଳରେ ଗାଁରେ ପାଣି ପଶି ଘର ଏବଂ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବା ସୁଚନା ।

Advertisement