ADVERTISEMENT
Home ଆଞ୍ଚଳିକ ପରକୀୟା ପ୍ରୀତିକୁ ସନ୍ଦେହ କରି ସ୍ତ୍ରୀକୁ ଅତି ବିଭତ୍ସ ଭାବେ ହତ୍ୟାକଲା ସ୍ୱାମୀ।

ପରକୀୟା ପ୍ରୀତିକୁ ସନ୍ଦେହ କରି ସ୍ତ୍ରୀକୁ ଅତି ବିଭତ୍ସ ଭାବେ ହତ୍ୟାକଲା ସ୍ୱାମୀ।

155
ADVERTISEMENT

ଢେଙ୍କାନାଲ,୧୫/୭(ଡି.ଏଚ ବ୍ୟୁରୋ):-ଢେଙ୍କାନାଲ ଜିଲ୍ଲା ଗଁନ୍ଦିଆ ଥାନା ଅନ୍ତର୍ଗତ ଚନ୍ଦ୍ରଶେଖରପୁର ଗ୍ରାମରେ ପରକୀୟା ପ୍ରୀତିକୁ ସନ୍ଦେହ କରି ସ୍ତ୍ରୀକୁ ଅତି ବିଭତ୍ସ ଭାବେ ହତ୍ୟାକଲା ସ୍ୱାମୀ। ମୃତକ ସ୍ତ୍ରୀ ହେଲେ ସେହି ଗ୍ରାମର ସଚଳା ମାଝୀ ।ଏବଂ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ବେଳେ, ପାରିବାରିକ କଳହ କାରଣରୁ ସ୍ବାମୀ ଏହିଭଳି ନୃଶଂସ ହତ୍ୟାକାଣ୍ଡ ଘଟାଇଥିବା ସୂଚନା ।

Advertisement